ଜଗଦ୍ବନ୍ଧୁ Jagadbandhu

  • ସଂ. ବି. (ଜଗତ୍+ବନ୍ଧୁ; 6 ଷ୍ଠୀ ତତ୍) — ପୁରୀର ଜଗନ୍ନାଥ ମହାପ୍ରଭୁ — 1. The Deity Jagannātha at Purī
  • ସଂ. ବି. (ଜଗତ୍+ବନ୍ଧୁ; 6 ଷ୍ଠୀ ତତ୍) — ପରମେଶ୍ୱର; ନାରାୟଣ — God
  • ସଂ. ବି. (ଜଗତ୍+ବନ୍ଧୁ; 6 ଷ୍ଠୀ ତତ୍) — ଲୋକଙ୍କର ନାମ — A name given to person (males)