ଜଗଦ୍ଗୌରୀ Jagadga̲u̲rī

  • ସଂ. ବି—(ଜଗତ୍+ଗୌରୀ) — ଦୁର୍ଗା — Goddess Durgā
  • ସଂ. ବି—(ଜଗତ୍+ଗୌରୀ) — ନାଗମାନଙ୍କ ଭଗିନୀ ଓ ଜରତ୍କାରୁ ଋଷିଙ୍କ ପତ୍ନୀ ମନସା ଦେବୀଙ୍କର ନାମାନ୍ତର (ହି. ଶବ୍ଦସାଗର) — A name of the Deity Manaṡā