ଜଗଦ୍ଗୁରୁ Jagadguru

  • ସଂ. ବି.—(ଜଗତ୍+ଗୁରୁ; 6 ଷ୍ଠୀ ତତ୍) — ପରମେଶ୍ୱର — God
  • ସଂ. ବି.—(ଜଗତ୍+ଗୁରୁ; 6 ଷ୍ଠୀ ତତ୍) — ମହାଦେବ; ଶିବ — Ṡiba
  • ସଂ. ବି.—(ଜଗତ୍+ଗୁରୁ; 6 ଷ୍ଠୀ ତତ୍) — ପରମାତ୍ମା — The universal soul
  • ସଂ. ବି.—(ଜଗତ୍+ଗୁରୁ; 6 ଷ୍ଠୀ ତତ୍) — ନାରଦ ଋଷି — Sage Nārada
  • ସଂ. ବି.—(ଜଗତ୍+ଗୁରୁ; 6 ଷ୍ଠୀ ତତ୍) — ସମସ୍ତଙ୍କଦ୍ୱାରା ପୂଜିତ ଓ ପ୍ରତିଷ୍ଠିତ ବ୍ଯକ୍ତି — A person who is universally respected and adored
  • ସଂ. ବି.—(ଜଗତ୍+ଗୁରୁ; 6 ଷ୍ଠୀ ତତ୍) — ଶଙ୍କରାଚାର୍ଯ୍ୟଙ୍କର ପ୍ରତିଷ୍ଠିତ ଭାରତର 4 ଗୋଟି କେନ୍ଦ୍ରରେ ଥିବା ଚାରିଗୋଟି ମଠର ମହନ୍ତମାନଙ୍କର ଉପାଧି — ଶଙ୍କରାଚାର୍ଯ୍ୟଙ୍କର ପ୍ରତିଷ୍ଠିତ ଭାରତର4ଗୋଟି କେନ୍ଦ୍ରରେ ଥିବା ଚାରିଗୋଟି ମଠର ମହନ୍ତମାନଙ୍କର ଉପାଧି— . The title of the mohantas of the four maṭhas in 4 places of India started by Ṡaṅkarāchārj̄ya