ଜଗଦୀଶ୍ୱରୀ JagadĪṡwarī

  • ସଂ. ବି. ସ୍ତ୍ରୀ.—( 6 ଷ୍ଠୀ ତତ୍; ଜଗତ୍+ଈଶ୍ୱରୀ) ଭଗବତୀ; ଦୁର୍ଗା — Goddess Durgā
  • ସଂ. ବି. ସ୍ତ୍ରୀ.—( 6 ଷ୍ଠୀ ତତ୍; ଜଗତ୍+ଈଶ୍ୱରୀ) ପୃଥିବୀର ଦେବତା — The Goddess who is the mistress of the universe