ଜଗଦାଧାର Jagaādhāra

  • ସଂ. ବି. (ଜଗତ୍+ଆଧାର=ଆଶ୍ରୟ; 6 ଷ୍ଠୀ ତତ୍) — ପରମେଶ୍ୱର — God
  • ସଂ. ବି. (ଜଗତ୍+ଆଧାର=ଆଶ୍ରୟ; 6 ଷ୍ଠୀ ତତ୍) — କାଳ — Time (personified)
  • ସଂ. ବି. (ଜଗତ୍+ଆଧାର=ଆଶ୍ରୟ; 6 ଷ୍ଠୀ ତତ୍) — ବାୟୁ — Air