ଜଗତ୍ସାକ୍ଷୀ Jagatsākshī

  • ସଂ. ବିଣ (ଜଗତ୍+ସାକ୍ଷୀ; 6 ଷ୍ଠୀ ତତ୍; ଜଗତରେ ଯାହା ହେଉଛି ତାହା ଯେ ଦେଖୁଛନ୍ତି) — ସର୍ବଦ୍ରଷ୍ଟା — Omniscient
  • ସଂ. ବି — ସୂର୍ଯ୍ୟ — The sun
  • ସଂ. ବି — ପରମେଶ୍ୱର — God (Apte)