ଜଗତ୍ସଂସାର Jagatsamsāra
- ଦେ. ବି. (ସହଚର ଏକାର୍ଥବୋଧକ ସଂସ୍କୃତ ଶବ୍ଦଦ୍ୱୟ ଜଗତ୍ ଓ ସଂସାର) — ସମଗ୍ର ପୃଥିବୀ; ସୃଷ୍ଟିଜଗତ୍ — The universe; the creation
- ଦେ. ବି. (ସହଚର ଏକାର୍ଥବୋଧକ ସଂସ୍କୃତ ଶବ୍ଦଦ୍ୱୟ ଜଗତ୍ ଓ ସଂସାର) — ପୃଥିବୀର ସମସ୍ତ ଲୋକ — All the world; people of the whole world