ଜଗତ୍ରୀ ବେଢ଼ Jagatrī beṟḍ̠ẖa
- ପ୍ରାଦେ. (ଗଡ଼ଜାତ) ବି — ଜଗତ ବେଢ଼ (ଦେଖ) — Jagata beṟḏẖa (See)
- ପ୍ରାଦେ. (ଗଡ଼ଜାତ) ବି — ଖେଦାରେ ହାତୀମାନେ ପଶି ଯିବାପରେ ଖେଦାର ଚାରି ପାଖେ ଜଗୁଆଳୀମାନେ ଘେରିଯିବା — The encompassing of the beaters round the Khedda (enclosure) after the elephants are driven into it