ଜଗଜ୍ଜନନୀ Jagajjananī

  • ସଂ. ବି. ସ୍ତ୍ରୀ. (ଜଗତ୍+ଜନନୀ— 6 ଷ୍ଠୀ ତତ୍;) — ଜଗଦମ୍ବା; ପୃଥିବୀର ମାତାରୂପା ଦୁର୍ଗା; କାଳୀ — Goddess Kāḻī the Mother of the Universe