ଜଖ ମାରିବା
- ଦେ. ବି — ଚଳନଶୀଳ ଜୀବରୂପେ ଚାଲବୁଲ କରୁଥିବା 'ଜଖ'କୁ ସୁନାରେ ପରିଣତ କରିବା।
- ଦେ. ବି — [ଦ୍ର—ସାଧାରଣ ଲୋକଙ୍କର ବିଶ୍ୱାସ ଅଛି ଯେ, ବହୁକାଳର ପୋତାସୁନା 'ଜଖ' ବା ଚଳନଶୀଳ ଚକଚକିଆ ଜୀବ ପାଲଟି ଯାଇ ପୋତା ହୋଇଥିବା ସ୍ଥାନ ନିକଟରେ ନିର୍ଜନ ରାତିରେ ବୁଲେ ଓ କେହି ଲୋକ ତାକୁ ଉଣ୍ଡି କରି ତା ଉପରେ ହଳଦୀପାଣି ଛାଟିଦେଲେ ସେ ଚଳନଶୀଳ 'ଜଖ ନିର୍ଜୀବ' ସୁନା ପାଲଟି ଯାଏ।]