ଜକ୍ରିବା Jakribā

  • ପ୍ରାଦେ. (ସମ୍ବଲପୁର) ତ୍ରି — ଟାକି ରହିବା — To wait eagerly
  • ପ୍ରାଦେ. (ସମ୍ବଲପୁର) ତ୍ରି — ଜିଗର କରିବା — To insist
  • ପ୍ରାଦେ. (ସମ୍ବଲପୁର) ତ୍ରି — ଲାଗି ପଡ଼ି ଋଣ ବା ଆପଣା ପ୍ରାପ୍ୟ ଅନ୍ୟଠାରୁ ଅସୁଲ କରିବା — To realise one's dues from debtors with perseverance