ଜକଲା ମାତିବା Jakalā mātibā

  • ପ୍ରାଦେ. (ଗଞ୍ଜାମ) — ବିଆର୍ଦ୍ର କରିବା; ଓଦା ହେବା — Becoming wet
  • ପ୍ରାଦେ. (ଗଞ୍ଜାମ) — ଭୂମିରୁ ପାଣି ବହି ମାତଇ ଜକଲା। କୃଷ୍ଣସିଂହ, ମହାଭାରତ, ବନ।