ଜକ ମାରିବା Jaka māribā

  • ଦେ. କ୍ରି — ବାହାରେ ବୁଲୁଥିବା 'ଜଖ' ଉପରେ ହଳଦୀ ପାଣି ଆଦି ଅଜାଡ଼ି ଦେଇ ତାକୁ ପୁଣି ସୁନାରେ ପରିଣତ କରିବା — To turn a living of moving rib of gold actual gold by pouring turmeric water over it
  • ଦେ. କ୍ରି — (ଲକ୍ଷଣାର୍ଥ) ଗୁପ୍ତ ବା ପୋତା ଧନ ପାଇଯିବା — (figurative) To get a buried hoard of wealth
  • ଦେ. କ୍ରି — ବଡ଼େଇ ଖାଈର ଗରବ ଦେଖ ବାଡ଼ି ପନ୍ଦାଡ଼ରେ ମାରିଛି ଜଖ—ଢଗ।