ଜଏଣ୍ଟ୍ ମାଜିଷ୍ଟ୍ରେଟ୍ Jaeṇṭ mājishṭret
- ବୈଦେ. ବି. (ଇଂ. ଜଇଣ୍ଟ ମାଜିଷ୍ଟ୍ରେଟ୍) — ଇଂରାଜ ଶାସିତ ଜିଲା ମାଜିଷ୍ଟ୍ରେଟଙ୍କ ସହକାରୀ ମାଜିଷ୍ଟ୍ରେଟ — Joint Magistrate
- ବୈଦେ. ବି. (ଇଂ. ଜଇଣ୍ଟ ମାଜିଷ୍ଟ୍ରେଟ୍) — [ଦ୍ର—ଇଂରାଜି ଜଇଣ୍ଟ (ସହଚାରୀ) ଶବ୍ଦ ପୂର୍ବରେ ଲାଗିଥିବା ଅନେକ ଶବ୍ଦ ଓଡ଼ିଆରେ ସମୟେ ସମୟେ ବ୍ଯବହୃତ ହେବାର ଦେଖାଯାଏ. ଯଥା—ଜଏଣ୍ଟ୍ ଇନସପେକ୍ଟର, ଜଏଣ୍ଟ୍ ଫାମିଲି, ଜଏଣ୍ଟ ଷ୍ଟକ୍ କମ୍ପାନୀ।]