ଜଉକଣ୍ଠି Jaukaṇṭhi
- ଦେ. ବି. (ସଂ. ଜତୁ+କଣ୍ଠଭୂଷଣ) — କଣ୍ଠରେ ମାଳା ରୂପେ ପିନ୍ଧାଯିବା ଜଉରେ ତିଆରି ଏକପ୍ରକାର କଣ୍ଠି — Coloured lac-beads used as a string of necklace
- ଦେ. ବି. (ସଂ. ଜତୁ+କଣ୍ଠଭୂଷଣ) — [ଦ୍ର—ଏହା ପୋହଲା ପରି ଲାଲ ଦେଖାଯାଏ ଓ କମ୍ ଦାମ ହେବାରୁ ଇତର ଲୋକେ ଏହା ବ୍ଯବହାର କରନ୍ତି।]
- ଦେ. ବି. (ସଂ. ଜତୁ+କଣ୍ଠଭୂଷଣ) — ଜଉକଣ୍ଠିର ମାଳା — A String of shell-lac beads