ଜଇବାତୃକ Jaibātṛuka

  • ଦେ. ବି. (ସଂ ଜୈବାତୃକ) — ଚନ୍ଦ୍ର — The moon
  • ଦେ. ବି. (ସଂ ଜୈବାତୃକ) — ଚିତ୍ତ ଚିନ୍ତଇ ନିକର ଜଇବାତୃକର ଆଶାୟୀ ଯେମନ୍ତ ଜୀବଞ୍ଜୀବ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।