ଜଂଜର୍ଲା Jaṁjarlā

  • ପ୍ରାଦେ. (ସମ୍ବଲପୁର) ବି. — ଇକ୍ଷୁଜାତୀୟ ଦୀର୍ଘ ପର୍ବ ଓ ଉଚ୍ଚ କାଣ୍ଡ ଫଳବାନ୍ ବୃକ୍ଷବିଶେଷ — A kind of reed like fruit bearing plant