ଛଡ଼ିଦାର୍ Chhaṟḍ̠idār

  • ଦେ. ବି. (ଓଡ଼ିଆ. ଛଡ଼ି+ଫା. ପ୍ରତ୍ୟୟ ଦାର୍; ତୁଳ. ସଂ ଧାରୀ) — ରାଜା ଓ ମହନ୍ତ ଆଦିଙ୍କ ଗହଣରେ ଶୋଭାଯାତ୍ରାଦିରେ ଯିବା ବେତ୍ରବାହକ ସିପାହୀ ବା ପାଇକ, ବେତ୍ରଧାରୀ ପାଇକ, ଆସାବରଦାର — A peon carrying a thick stick (insignia) with a Rājā or a big person in a processin
  • ଦେ. ବି. (ଓଡ଼ିଆ. ଛଡ଼ି+ଫା. ପ୍ରତ୍ୟୟ ଦାର୍; ତୁଳ. ସଂ ଧାରୀ) — ଛଡ଼ିଦାରେ ଯେ ସୁନା ରୁପା ଛଡ଼ି ବହି ଛିଡ଼ା ହୋଇ ଅଛନ୍ତି ଧାଡ଼ି ଧାଡ଼ି ହୋଇ। କୃଷ୍ଣସିଂହ, ମହାଭାରତ, ଆଦି।
  • ଦେ. ବି. (ଓଡ଼ିଆ. ଛଡ଼ି+ଫା. ପ୍ରତ୍ୟୟ ଦାର୍; ତୁଳ. ସଂ ଧାରୀ) — ଦ୍ୱାରାପାଳ; ଦରୁଆନ — Door keeper; porter
  • ଦେ. ବିଣ — ଯେ ଆଡ଼ମ୍ବର କରେ; ଆଡ଼ମ୍ବରପ୍ରିୟ (ଗୋପୀନାଥ ନନ୍ଦ) — Fond of display
  • ଦେ. ବିଣ — ଯହିଁରେ ଛଡ଼ି ଲାଗି ଥାଏ — Furnished with metal rods
  • ଦେ. ବିଣ — (ଯଥା—ଛଡ଼ିଦାର ଝରକା।)