ଛଡ଼ାହାଣ୍ଡି Chhaṟḍ̠āhāṇḍi

  • ପ୍ରାଦେ. (ମେଦିନୀପୁର) ବି. (ତୁଳ. ବଂ. ଛଡ଼ାହାଁଡ଼ି) — ପ୍ରତିଦିନ ସକାଳେ ଅଗଣାରେ ଛିଞ୍ଚିବା ପାଇଁ ମାଟିଗୋବରମିଶା ପାଣି ଯେଉଁ ହାଣ୍ଡିରେ ଥାଏ — The pot in which cowdung dissolved in water is kept for sprinkling over the courtyard