ଛଡ଼ାଛଡ଼ି କରିବା Chhaṟḍ̠āchhaṟḍ̠i karibā

  • ଦେ. କ୍ରି. — କୌଣସି ବ୍ଯକ୍ତିଠାରୁ କୌଣସି ପଦାର୍ଥ ଟାଣି ଝିଙ୍କି ବଳପୂର୍ବକ ନେବାକୁ ଚେଷ୍ଟା କରିବା — To try to snatch away a thing from a person
  • ଦେ. କ୍ରି. — କଳି କରୁଥିବା ଦୁଇ ବା ତତୋଽଧିକ ବ୍ଯକ୍ତିଙ୍କୁ ପୃଥକ୍ କରିବା — To separate two persons scuffling or quarrelling with each other