ଛଡ଼ାଇବା Chhaṟḍ̠āiba

  • ଦେ. କ୍ରି. (ସକର୍ମକ; ଛାଡ଼ିବାରୁ ଣିଜନ୍ତ ରୂପ; ସଂ. ଛୋରଣ; ଛିନ୍ନ) — ତ୍ୟାଗ କରିବା ବାଧ୍ୟ କରିବା; ତ୍ୟାଗ କରାଇବା — To cause to give up
  • ଦେ. କ୍ରି. (ସକର୍ମକ; ଛାଡ଼ିବାରୁ ଣିଜନ୍ତ ରୂପ; ସଂ. ଛୋରଣ; ଛିନ୍ନ) — (ଯଥା— ମୁଁ ତାହାର ଅଫିମ ଅଭ୍ୟାସ ଛଡ଼ାଇ ଦେଲି।)
  • ଦେ. କ୍ରି. (ସକର୍ମକ; ଛାଡ଼ିବାରୁ ଣିଜନ୍ତ ରୂପ; ସଂ. ଛୋରଣ; ଛିନ୍ନ) — ନିକଟରୁ ଅନ୍ତର ବା ଦୂର କରିବା; ସ୍ଥାନାନ୍ତର କରିବା — To remove; to cause removal
  • ଦେ. କ୍ରି. (ସକର୍ମକ; ଛାଡ଼ିବାରୁ ଣିଜନ୍ତ ରୂପ; ସଂ. ଛୋରଣ; ଛିନ୍ନ) — (ଛଡ଼େଇବା—ଅନ୍ଯରୂପ)
  • ଦେ. କ୍ରି. (ସକର୍ମକ; ଛାଡ଼ିବାରୁ ଣିଜନ୍ତ ରୂପ; ସଂ. ଛୋରଣ; ଛିନ୍ନ) — ବଳପୂର୍ବକ କାଢ଼ିନେବା; ବଳ— ପୂର୍ବକ ହରଣ କରିବା — To snatch away; to take away by force
  • ଦେ. କ୍ରି. (ସକର୍ମକ; ଛାଡ଼ିବାରୁ ଣିଜନ୍ତ ରୂପ; ସଂ. ଛୋରଣ; ଛିନ୍ନ) — (ଯଥା— କି ନ କଲୁ ମୋତେ, କନା ଖଣ୍ଡିକ ଛଡ଼ାଇ ନେଲୁ ମାଘ ମାସର ଶୀତେ।)
  • ଦେ. କ୍ରି. (ସକର୍ମକ; ଛାଡ଼ିବାରୁ ଣିଜନ୍ତ ରୂପ; ସଂ. ଛୋରଣ; ଛିନ୍ନ) — ଫଳରୁ ଚୋପା ବାହାର କରି ନେବା ବା ପୃଥକ୍ କରିବା — To peel off the skin or rind from a fruit
  • ଦେ. କ୍ରି. (ସକର୍ମକ; ଛାଡ଼ିବାରୁ ଣିଜନ୍ତ ରୂପ; ସଂ. ଛୋରଣ; ଛିନ୍ନ) — ମୁକ୍ତ କରିବା — To set free; to liberated
  • ଦେ. କ୍ରି. (ସକର୍ମକ; ଛାଡ଼ିବାରୁ ଣିଜନ୍ତ ରୂପ; ସଂ. ଛୋରଣ; ଛିନ୍ନ) — (ଯଥା— ବିଲରୁ ପାଣି ଛଡ଼ାଇଦିଅ।)
  • ଦେ. କ୍ରି. (ସକର୍ମକ; ଛାଡ଼ିବାରୁ ଣିଜନ୍ତ ରୂପ; ସଂ. ଛୋରଣ; ଛିନ୍ନ) — ପୃଥକ୍ କରିବା — To separate
  • ଦେ. କ୍ରି. (ସକର୍ମକ; ଛାଡ଼ିବାରୁ ଣିଜନ୍ତ ରୂପ; ସଂ. ଛୋରଣ; ଛିନ୍ନ) — (ଯଥା— ଦଇବ ପ୍ରେମିକଠାରୁ ପ୍ରେମିକାଙ୍କୁ ଛଡ଼ାଇ ନେଲା।)
  • ଦେ. କ୍ରି. (ସକର୍ମକ; ଛାଡ଼ିବାରୁ ଣିଜନ୍ତ ରୂପ; ସଂ. ଛୋରଣ; ଛିନ୍ନ) — ('ପାଣି' ଶବ୍ଦ ସଙ୍ଗେ ବ୍ଯବହୃତ) ମଣ୍ଡଳାକାରରେ (ପାଣି) ଛିଞ୍ଚିବା ହାତରେ ଚଳେ ପାଣି ଧରି ଦେବତାଙ୍କୁ ମାନସିକ କରାଯିବା, ବା ଉତ୍ସର୍ଗ କରାଯିବା ବା ନୈବେଦ୍ୟ ଦିଆ— ଯିବା ପଦାର୍ଥରେ ଚାରି ପାଖରେ ଉକ୍ତ ପାଣିକୁ ମଣ୍ଡଳା— କାରରେ ଛିଞ୍ଚି ଦେବାକୁ ପାଣି ଛଡ଼ାଇବା କହନ୍ତି — To sprinkle water in a circle round any thing dedicated or offered to a Deity