ଛଡ଼ାଇ ନେବା Chhaṟḍ̠āi nebā

  • ଦେ. କ୍ରି — ବଳପୂର୍ବକ କୌଣସି ବ୍ଯକ୍ତିଠାରୁ କୌଣସି ପଦାର୍ଥକୁ ଅନ୍ତର କରିବା ବା ନେଇଯିବା; କାଢ଼ି ନେବା — To snatch away; to take away
  • ଦେ. କ୍ରି — ମୟୂରବର୍ଣ୍ଣ ପରି ବହୁ ଘୋଡ଼ା ଥିଲେ। ତାହା ମଧ୍ୟ ପାର୍ଥ ଛଡ଼ାଇ ଘେନି ଗଲେ। କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. କ୍ରି — ବନ୍ଧକରୁ କୌଣସି ବସ୍ତୁକୁ ମୁକୁଳାଇବା — To free a thing from encumbrance or pledge
  • ଦେ. କ୍ରି — କୌଣସି ବ୍ଯକ୍ତିକୁ ବନ୍ଧକ ବା ଚାକିରିରୁ ମୁକ୍ତ କରାଇ ସାଙ୍ଗରେ ଆଣିବା — To bring back a person after causing him to give up service or to be liberated