ଛୋଡ଼୍ କଶି Chhoṟḍ̠ kaṡi

  • ଦେ. ବିଣ — ସୁନ୍ନତ କରାଯିଥିବା (ବ୍ଯକ୍ତି); ଯେଉଁ ବ୍ଯକ୍ତିର (ଜନ୍ନତଃ କିମ୍ବା ଅସ୍ତ୍ରପ୍ରୟୋଦ୍ୱାରା ଲିଙ୍ଗର ଅଗ୍ରକୁ ଚର୍ମ ଆଚ୍ଛାଦନ କରି ନ ଥାଏ — (a person) Having no foreskin on the male organ (either since one's birth or by undergoing the ceremony of removal by operation)
  • ଦେ. ବିଣ — [ଦ୍ର—ହିନ୍ଦୁ ବ୍ରାହ୍ମଣମାନଙ୍କର ବେଦବିହିତ ସଂସ୍କାର (ଯଥା— କାନଫୋଡ଼ା, ବିଦ୍ୟାରମ୍ଭ, ଚୂଡ଼ାକର୍ମ, ବ୍ରତ, ବିବାହ) ପରି ସୁନ୍ନତ୍ ମୁଷଲମାନମାନଙ୍କର ଗୋଟିଏ ପ୍ରଧାନ ସଂସ୍କାର ଓ ଏହା ବାଲ୍ୟକାଳରେ କରାଯାଇଥାଏ। ମୁଷଲମାନଙ୍କ ମଧ୍ୟରେ ଜଣେ ଜଣେ ଏପରି ସୁଦକ୍ଷ ସୁନ୍ନତ୍-କାରୀ ଅଛନ୍ତି ଯେ ସେମାନେ ଆଧୁନିକ ବୈଜ୍ଞାନିକ ପ୍ରକ୍ରିୟା ନ ଜାଣି ଓ ବାଳକର ସଂଜ୍ଞାଲୋପ ନ କରି ସୁଦ୍ଧା ନିମେଷକମଧ୍ୟରେ ବାଳକ ବା ଯୁବକର ଲିଙ୍ଗର ଅଚ୍ରାଚ୍ଛାଦକ ଚର୍ମକୁ ଖୁରଦ୍ୱାରା ଗୋଲ କରି କାଟି ଦିଅନ୍ତି ଓ ଏକ ସପ୍ତାହ ମଧ୍ୟରେ ସେ କ୍ଷତଟି ବିବାକ୍ ଶୁଖିଯାଏ। ଏହା ମୁଷଲମାନ୍ମାନଙ୍କ ଶାସ୍ତ୍ରବିହିତ କର୍ମ। ଏ ପ୍ରଥା ଥିବାରୁ ସେମାନଙ୍କ ମଧ୍ୟରେ ଚୁଚୁନ୍ଦ୍ରି ରୋଗ ଆଦୌ ଦେଖାଯାଏ ନାହିଁ।]