ଛୋଲଦାରି Chholdāri

  • ବୈଦେ. (ଇଂ. ସୋଲଜର୍=ସୈନିକ; ସୈନିକମାନେ; ଏହାକୁ ବ୍ଯବହାର କରୁଥିବାରୁ) — ଚାକର କିମ୍ବା ଜଣେ ମନୁଷ୍ୟର ବ୍ଯବହାରୋପଯୋଗୀ ବାଡ଼ ନଥିବା କ୍ଷୁଦ୍ରତ୍ରିକୋଣ ତମ୍ବୁ ବା ରାଉଟୀ — A Small tent sufficient to shelter one person