ଛୋଟ ଠାକୁର Chhoṭa ṭhākura

  • ଦେ. ବି — ପୁରୀରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁ — The Deity Jagannath at Puri
  • ଦେ. ବି — ଶ୍ରୀକୃଷ୍ଣ ଅବତାରରେ ଶ୍ରୀକୃଷ୍ଣ — A name of Ṡrīkṛushṇa
  • ଦେ. ବି — [ଦ୍ର—ବଳଭଦ୍ର ଓ ଜଗନ୍ନାଥଙ୍କ ବୟସ ତୁଳନାରେ ବଳଭଦ୍ର ଜ୍ଯେଷ୍ଠ ଥିବାରୁ ତାଙ୍କୁ ପୁରୀରେ ସାଧାରଣ ଲୋକେ 'ବଡ଼ ଠାକୁର' ଓ ଜଗନ୍ନାଥଙ୍କୁ ଛୋଟ ଠାକୁର ବା ସାନ ଠାକୁର ବୋଲି ଡାକନ୍ତି।]