ଛୋଟ ଅଦାଲତ Chhoṭa adālata

  • ଦେ. ବି. — କାଜ୍କୋଟ ଅଳ୍ପ ଦାବୀ ସହଜ ବିଚାର୍ଯ୍ୟ ମକଦମାମାନ ସରସରି ଅର୍ଥାତ୍ ସଂକ୍ଷେପରେ ବିଚାର କରିବା ନିମିତ୍ତ ଭାରତ ସରକାରଙ୍କ ପ୍ରତିଷ୍ଠିତ ବିଚାରାଳୟ — Court of small causes in India