ଛେଲୁଆ Chheluā
- ଦେ. ବି. (ସଂ. ଛଲ୍ଲି) — ପାତ୍ରରୂପେ ବ୍ଯବହୃତ ମାଟି ହାଣ୍ଡିର ବଡ଼ ଭଙ୍ଗାଖଣ୍ଡ; ଖାଣ୍ଡି — A large broken bit of earthern ware used as a pot
- ଦେ. ବି. (ସଂ. ଛଲ୍ଲି) — ବଡ଼ ଖପରା — Big potsherd
- ଦେ. ବି. (ସଂ. ଛଲ୍ଲି) — [ଦ୍ର—ହାଣ୍ଡିକୁ ଭାଙ୍ଗିଲେ ତହିଁରୁ ଯେଉଁ ଅଂଶ ପାତ୍ରରୂପେ ବ୍ଯବହୃତ କରାଯାଇ ପାରେ ତାକୁ ଛେଲୁଆ କହନ୍ତି, ଟିକିଟିକି ଅଂଶକୁ ଖପରା କହନ୍ତି।]