ଛେଲି Chheli

  • ଦେ. ବି. (ସଂ. ଛଲ୍ଲି; ଛଲ୍ଲ) — ବୃକ୍ଷାଦିର ବକଳ — Bark of trees
  • ଦେ. ବି. (ସଂ. ଛଲ୍ଲି; ଛଲ୍ଲ) — କାଠର ଉପରୁ ଚଞ୍ଛା ହୋଇଥିବା ପତଳା ଅଂଶ — A slice scraped from a piece of wood
  • ପ୍ରାଦେ. (ସମ୍ବଲପୁର) ବି. (ତୁଳ. ଏହି ଅର୍ଥରେ ହି. ଛେଲୀ) — ଛେଳି — Goat