ଛେରୁଆ Chheruā

  • ଦେ. ବିଣ. ପୁଂ ଓ ସ୍ତ୍ରୀ — ଅତ୍ୟନ୍ତ ଭୀତ — Coward
  • ଦେ. ବିଣ. ପୁଂ ଓ ସ୍ତ୍ରୀ — ଯେ ଭୟରେ ଛେରି ପକାଏ — One who passes loose stools through fear
  • ଦେ. ବିଣ. ପୁଂ ଓ ସ୍ତ୍ରୀ — ଛେରା ରୋଗାକ୍ରାନ୍ତ — Suffering from loose stools