ଛେପ ଢୋକିବା Chhepa ḍhokibā
- ଦେ. କ୍ରି. — ମୁଖନିଃସୃତ ଛେପକୁ ଗଳାଧଃକରଣ କରିବା — To swallow the spittle
- ଦେ. କ୍ରି. — (ଲକ୍ଷଣାର୍ଥ) କହିଥିବା ସତ୍ୟ ପାଳନ ନ କରିବା — (figurative) Not to carry out one's promise
- ଦେ. କ୍ରି. — (ଯଥା—ସେ ନାମବଡ଼ା ରାଜାଟାଏ ହୋଇ ସୁଦ୍ଧା ପକାଇବା ଛେପ ଢୋକିଲା)