ଛେପ ଖଙ୍କାର Chhepa khaṇkāra

  • ଦେ. ବି—(ଅନୁଚର ଶବ୍ଦ) (ଛେପ ଯୁକ୍ତ+ଖଙ୍କାର) — (ଛେପ) ମୁଖରେ ପ୍ରସ୍ତୁତ ନିଷ୍ଠୀବନ ଓ (ଖଙ୍କାର) ଗଳାରୁ ନିଃସୃତ ଶ୍ଳେଷ୍ମା — Spittle and phlegm