ଛେନାରୁ ଚୋପା ଛଡ଼େଇବା Chhenāru chopā chhaṟḍ̠eibā

  • ଦେ. କ୍ରି (ବ୍ୟଙ୍ଗ) — ବୃଥା ବା ନିଷ୍ଫଳ କଥାରେ ମାତିବା — 1. (ironical) To be engaged in a wild-goose chase
  • ଦେ. କ୍ରି (ବ୍ୟଙ୍ଗ) — ଅତିରିକ୍ତ ରୂପେ ତନ୍ନ ତନ୍ନ କରି ଆଲୋଚନା ବା ତର୍କ କରିବା — To use hair-splitting arguments