ଛେନା ଛିଣ୍ଡାଇବା Chhenā chhiṇḍāibā
- ଦେ. କ୍ରି — ଗରମ ଦୁଧରେ ଖଟା ବା ଫିଟିକିରି ମିଶାଇ କିମ୍ବା ଦହିକୁ ନିଆଁରେ ବସାଇ ସେଥିରୁ ଛେନା ପ୍ରସ୍ତୁତ କରିବା — To prepare cheese or curd or milk
- ଦେ. କ୍ରି — [ଦ୍ର—ଦୁଧକୁ ଛିଣ୍ଡାଇ ଛେନା କରାଯାଏ; ଲୋକେ ଦୁଧକୁ ଛିଣ୍ଡାଇ ଛେନାରେ ପରିଣତ କରନ୍ତି, ଅଥଚ ଛେନା ଛିଣ୍ଡାଇବା କହନ୍ତି।]