ଛେତ୍ଖାନା Chhet-khānā

  • ବୈଦେ. ବି. (ଫା. ସୀହତ୍ଖାନା—ଜ୍ଞାନେନ୍ଦ୍ର) — ପାଇଖାନା; ସହର ଆଦିରେ ମଳତ୍ୟାଗ କରିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ — Latrine; privy