ଛେତ୍ ପାକ୍ ଡୁ ଡୁ ଡୁ ଡୁ Chhet pāk ḍu ḍu ḍu ḍu
- ଦେ. ଅ — ବାଳକ ମାନଙ୍କ 'ଡୁ ଡୁ' ଖେଳରେ ଏକଦଳର ଗୋଟିଏ ବାଳକ କ୍ରିଡ଼ାଭୂମିମଧ୍ୟସ୍ଥ ଗାରକୁ ଡେଇଁ ଯାଇ ଏକନିଶ୍ୱାସରେ ଅନ୍ଯ ଦଳର ପିଲାକୁ ସ୍ପର୍ଶ କରିବାକୁ ଚେଷ୍ଟାକରିବା ସମୟରେ ଏକ— ନିଶ୍ୱାସରେ ବୁଲୁଛି କି ପୁନର୍ବାର ନିଶ୍ୱାସ ନେଲା ଏହା ଅପର ପକ୍ଷ ପରୀକ୍ଷା କରିବା ନିମନ୍ତେ ଉକ୍ତ ବାଳକ ମୁଖରେ ଉଚ୍ଚାରଣ କରିବା ଉଚ୍ଚ ସ୍ୱର — The acclamation of the boy who crosses the middle line of the play-field and tries to touch any boy of the opposite side in one breath in the 'Du Du' game