ଛେଚଡ଼ା Chhechaṟḍ̠ā
- ଦେ. ବିଣ. — ଛେଚଡ଼ (ଦେଖ) — Chhechaṟḍ̠a (See)
- ଦେ. ବିଣ. — ମାଡ଼ ଖାଇଖାଇ ଗୟାଁ; ଛେଚା ବା କୁଟ୍ଟା ଖାଇବାରେ ଅଭ୍ୟସ୍ତ — Impervious or insensible or habituated to sound thrashings
- ଦେ. ବିଣ. — ବାରଂବାର ଛେଚା ହେବା ଯୋଗୁଁ ଯାହାର ଅଗ୍ରଭାଗ ଛିନ୍ନଭିନ୍ନ ହୋଇ ଯାଇ ଥାଏ (ଯଥା; ଦାନ୍ତକାଠି, ଯଷ୍ଠି) — With the head smashed into fibres as a result of constant pounding