ଛେଚାଛେଚି Chhechā-chhechi

  • ଦେ. ବି. — ପରସ୍ପର ପରସ୍ପରକୁ ଛେଚିବା ବା ପ୍ରହାର କରିବା — Mutual beating; beating or pounding each other
  • ଦେ. ବି. — କଣ୍ଠକୁ କଣ୍ଠ ଦୁହେଁ ଛେଚାଛେକି କଲେ। କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. ବି. — ବହୁ ପଦାର୍ଥକୁ ଶିଳ ଆଦିରେ ଛେଚିବା କର୍ମ — Act of pounding many things
  • ଦେ. ବିଣ. — ପରସ୍ପର ପରସ୍ପରଦ୍ୱାରା ପ୍ରହାରିତ — Beat mutually