ଛେକୋକ୍ତି Chhekokti

  • ସଂ. ବି. (ଛେକ+ ଉକ୍ତି) — ବକ୍ରୋକ୍ତି; ଛଳବଚନ — A pun; sinuous speaking
  • ସଂ. ବି. (ଛେକ+ ଉକ୍ତି) — [ଦ୍ର—ଏହା ଅର୍ଥାନ୍ତରଗର୍ଭିତ ହୁଏ, ଅର୍ଥାତ୍ ଏକ ପ୍ରକାଶିତ ଅର୍ଥ ଛଡ଼ା ବାକ୍ୟରେ ଆଉ ଗୋଟିଏ ଧ୍ୱନ୍ୟର୍ଥ ମଧ୍ୟ ସୂଚିତ ହୁଏ।]