ଛେକାନୁପ୍ରାସ Chhekānuprāsa

  • ସଂ. ବି. (ଛେକ+ ଅନୁପ୍ରାସ) — ଅନୁପ୍ରାସ ବା ଶବ୍ଦାଳାଙ୍କାରବିଶେଷ — A kind of rhetorical figure
  • ସଂ. ବି. (ଛେକ+ ଅନୁପ୍ରାସ) — [ଦ୍ର—ଏହି ଅନୁପ୍ରାସରେ ଏକଚରଣରେ କେତେକ ବ୍ଯବଧାନ ପରେ ଦୁଇ ବା ତଦଧିକ ବର୍ଣ୍ଣର ବାରମ୍ବାର ଆବୃତ୍ତି ହୋଇଥାଏ; ଉଦାହରଣ, ଯଥା—(କ) ନବ ପ୍ରମଦା ମଦାଳସୀ ଯୋଷାକୁ ଜଳକେଳିରେ ମନାଇବି। ମୁଖ ଅଧିକ ଧିକ ଏ ସଉସିଜ ଦେଖାଇ ତାକୁ ଚିହ୍ନାଇବି। ଚନ୍ଦ୍ରମା। ରହସ୍ୟେ ମନ ଘେନାଇବି। ଲୀଳା— ଅନ୍ତର ସଲିଳେ ଜରଜର ହେବା ଶୋଭାକୁ ଅନାଇବି। ଉପେନ୍ଦ୍ରଭଞ୍ଜ—ପ୍ରେମସୁଧାନିଧି।]