ଛେଉଣ୍ଡ Chheuṇḍa
- ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ଛେମଣ୍ଡ) — କୁଟୁମ୍ବବିହୀନ ଏକାକୀ ପୁରୁଷ — A single person who has no kinsman (M.W.)
- ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ଛେମଣ୍ଡ) — ପିତୃହୀନ ବା ମାତୃହୀନ ବା ଉଭୟହୀନ (ବାଳକ) — Orphaned
- ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ଛେମଣ୍ଡ) — ଶୁଣାଅଛି, 7 ବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲା—ଫକୀରମୋହନ, ଛମାଣ ଆଠଗୁଣ୍ଠ। — ଶୁଣାଅଛି,7ବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲା—ଫକୀରମୋହନ, ଛମାଣ ଆଠଗୁଣ୍ଠ
- ଦେ. ବି. (ପୁଂ ଓ ସ୍ତ୍ରୀ) — ପିତୃମାତୃହୀନ ବାଳକ ବା ବାଳିକା — Orphan