ଛୁତ ପଡ଼ିବା Chhuta paṟḍ̠ibā

  • ଦେ. ବି. — ପ୍ରସ୍ରାବ ସଙ୍ଗେ ସୂତା ପରି ଶୁକ୍ରଘଟିତ ଲାଳ ପଡ଼ିବା; ପ୍ରମେହ ରୋଗ — Gonorrhoea in which threadlike mucus (pus) passes with the urine
  • ଦେ. ବି. — ଛୁତପୋଡ଼ା (ଦେଖ) — Chhuta-poṟḍ̠ā (See)