ଛୁତ ଦେବା Chhuta debā

  • ପ୍ରାଦେ. (ଯାଜପୁର) କ୍ରି — ଗାଈ ବା ବଳଦ ବିକ୍ରି କରିବା ବେଳେ, ବିକ୍ରେତା କ୍ରେତାକୁ ଟିକିଏ ମାଟି— ଗୋବର ଓ କେରାଏ ଦୁବ ଘାସ ଦେବା — To hand over a bit of earth mixed with cowdung and a bunch of grass to the purchaser at the time of delivery of the head of cattle sold