ଛୁଟୁପୁଟୁ Chhuṭu-puṭu

  • ଦେ. କ୍ରି. ବିଣ—(ଧ୍ୱନ୍ୟନୁକରଣ) — ଛଟପଟ (ଦେଖ) — Chhaṭapaṭa (See)
  • ଦେ. କ୍ରି. ବିଣ—(ଧ୍ୱନ୍ୟନୁକରଣ) — [ଦ୍ର—ଛଟପଟ ଅପେକ୍ଷା ଛୁଟୁପୁଟୁ କ୍ଷୁଦ୍ରତାବ୍ୟଞ୍ଜକ, ଛୁଟୁପୁଟୁ ଅପେକ୍ଷା ଛୁଟୁରୁପୁଟୁରୁ ଆହୁରି କ୍ଷୁଦ୍ରତାବ୍ୟଞ୍ଜକ]