ଛୁଟୁଛୁଟୁ Chhuṭu-chhuṭu

  • ଦେ. କ୍ରି. ବିଣ.—(ଧ୍ୱନ୍ୟନୁକାରୀ) — ଛୁଟ୍ଛୁଟ୍ (ଦେଖ) — Chhuṭ-chhuṭ (See)
  • ଦେ. କ୍ରି. ବିଣ.—(ଧ୍ୱନ୍ୟନୁକାରୀ) — [ଦ୍ର—ଛଟଛଟ ଅପେକ୍ଷା ଛୁଟୁଛୁଟୁ କ୍ଷୁଦ୍ରତାବ୍ୟଞ୍ଜକ; ଯଥା;—ଘୋଡ଼ାଟା ଛଟଛଟ ହୋଇ ମରିଗଲା, ଶିଶୁଗୁଡ଼ିକ ଛୁଟୁଛୁଟୁ ହୋଇ ମରିଗଲେ।]