ଛୁଟିବା Chhuṭibā

  • ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହି. ଶବ୍ଦସାଗର; ସଂ. କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର) — ଜୋର୍ରେ ଚାଲିବା; ଦଉଡ଼ିବା — To run; to move with force
  • ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହି. ଶବ୍ଦସାଗର; ସଂ. କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର) — ପଳାଇଯିବା — To flee away; to escape
  • ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହି. ଶବ୍ଦସାଗର; ସଂ. କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର) — (ଜଳୀୟପଦାର୍ଥ) କୌଣସି ସ୍ଥାନରୁ ବାହାରି ବେଗରେ ବହିବା — To flow out; to gush forth (said of a liquid)
  • ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହି. ଶବ୍ଦସାଗର; ସଂ. କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର) — (ଯଥା—ଭଙ୍ଗା କାଚ ବାଜିଯିବାରୁ ତା ଦେହରୁ ରକ୍ତ ଛୁଟୁଛି।)
  • ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହି. ଶବ୍ଦସାଗର; ସଂ. କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର) — (ସମୟ) ଅତିବାହିତ ହେବା — (the time) To run
  • ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହି. ଶବ୍ଦସାଗର; ସଂ. କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର) — ବିନଷ୍ଟ ହେବା — To be ruined or destroyed
  • ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହି. ଶବ୍ଦସାଗର; ସଂ. କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର) — ଛୁଟିଲେ ଘଟ ତୋତେ ବୋଲିବେ ମଡ଼ା ଛଖଣ୍ଡି କାଠି ତୋର ହୋଇବ ଲୋଡ଼ା। ମନବୋଧ ଚଉତିଶା।
  • ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହି. ଶବ୍ଦସାଗର; ସଂ. କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର) — ଲୋପ ପାଇବା; ବିଲୁପ୍ତ ହେବା — To be lost; to disappear
  • ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହି. ଶବ୍ଦସାଗର; ସଂ. କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର) — ଛୁଟି ଯାଇ ବିଚେତନା, ଛଟପଟ ହେବ ସିନା—କବିସୂର୍ଯ୍ୟ, କିଶୋରୀଚମ୍ପୂ, ଛ ଗୀତ।
  • ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହି. ଶବ୍ଦସାଗର; ସଂ. କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର) — ଫିଟିଯିବା; (ଗଣ୍ଠି ଆଦି) ଖୋଲିଯିବା — (a knot) To get loose; to become slack
  • ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହି. ଶବ୍ଦସାଗର; ସଂ. କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର) — (ଗୁଳି, ତୀର, ଉଲ୍କା) ଖୁବ୍ଜୋର୍ରେ ଗତିକରିବା — (bullet, arrow, shooting star) To shoot forth
  • ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହି. ଶବ୍ଦସାଗର; ସଂ. କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର) — ମୁକ୍ତଦ୍ୱାର ହେବା; ବାଧା ବା ବନ୍ଧନରହିତ ହେବାରୁ ତହିଁମଧ୍ୟସ୍ଥ ପଦାର୍ଥ ବେଗ ସହିତ ବାହାରିବା — To become loose or open