ଛୁଟାଛୁଟି Chhuṭā-chhuṭi

  • ଦେ. ବି — ଇତସ୍ତତଃ ଦଉଡ଼ାଦଉଡ଼ି; ଦଉଡ଼ଧାପଡ଼ — Running to and fro
  • ଦେ. ବି — ତ୍ୱରା; ଲଣ୍ଡଭଣ୍ଡ — Hot-haste; bustle, hurry-scurry
  • ଦେ. ବି — ଏକର ପଶ୍ଚାତ୍ ଅନ୍ୟର ଧାବନ — Chasing one another