ଛୁଟାଇବା Chhuṭāibā
- ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ କାଟିବା) — (ଛୁଟିବାର ଣିଜନ୍ତ ରୂପ) — (causative of Chhuṭibā)
- ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ କାଟିବା) — ମୁକ୍ତ କରିବା; ମୁକୁଳାଇବା — To liberate; to set free
- ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ କାଟିବା) — ହୁଗୁଳାଇବା; ହୁଗାଳିବା — To loosen; to slacken
- ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ କାଟିବା) — (ଶସ୍ତ୍ରାଦି ଅନ୍ୟର ଦେହରେ) ପ୍ରହାର କରିବା; ଅନ୍ୟକୁ ପ୍ରହାର କରିବା ପାଇଁ ଅସ୍ତ୍ରାଦିକୁ ଚଳାଇବା — To strike with (a weapon)
- ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ କାଟିବା) — ଅଣ୍ଟାରୁ ଖଣ୍ଡା କାଢ଼ି ଦେହେ ଛୁଟାଇଲେ। କୃଷ୍ଣସିଂହ, ମହାଭାରତ, ଶଲ୍ୟ।
- ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ କାଟିବା) — ଦଉଡ଼ାଇବା — To cause to run; to send one running
- ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ କାଟିବା) — (ଯଥା—ଶିକାରୀ ମୃଗ ପଛରେ କୁକୁରକୁ ଛୁଟାଇଛି।)
- ଦେ. କ୍ରି. (ସଂ. ଛୁଟ୍ ଧାତୁ=ବନ୍ଧନ କାଟିବା) — ସ୍ରୋତ ବୁହାଇବା; ଜଳୀୟ ବସ୍ତୁକୁ ବହାଇବା — To cause (a liquid) to flow; to discharge (a liquid)