ଛୁଞ୍ଚିମୁନିଆଁ (ପକ୍ଷୀ) Chhun̄chi-muniāñ (bird)
- ଦେ. ବି. (ସଂ. ଟୁଣ୍ଟୁକ; ତୁନ୍ନବାୟ; ସୌଚିକ) — ଶାଖାଶ୍ରୟୀ କ୍ଷୁଦ୍ର ପକ୍ଷୀବିଶେଷ — The Indian Tailor-bird; Orthomus Sutorius
- ଦେ. ବି. (ସଂ. ଟୁଣ୍ଟୁକ; ତୁନ୍ନବାୟ; ସୌଚିକ) — [ଦ୍ର—ଏ 6।7 ଆଙ୍ଗୁଳ ଲମ୍ବା; ଏହାର ଡାକ 'ଟୁଉଲ, ଟୁଉଇ'; ଏହାର ଚଞ୍ଚୁ ଓ ମସ୍ତକ ସମାନ ଦୀର୍ଘ; ଚଞ୍ଚୁ ସରୁ ଓ ଦୀର୍ଘ— ଏମାନେ ଥଣ୍ଟରେ ଏକାଧିକ ପତ୍ର ଦାଢ଼କୁ ସିଲେଇ କରି ବସା ନିର୍ମାଣ କରନ୍ତି।] — [ଦ୍ର—ଏ67ଆଙ୍ଗୁଳ ଲମ୍ବା; ଏହାର ଡାକ 'ଟୁଉଲ, ଟୁଉଇ'; ଏହାର ଚଞ୍ଚୁ ଓ ମସ୍ତକ ସମାନ ଦୀର୍ଘ; ଚଞ୍ଚୁ ସରୁ ଓ ଦୀର୍ଘ— ଏମାନେ ଥଣ୍ଟରେ ଏକାଧିକ ପତ୍ର ଦାଢ଼କୁ ସିଲେଇ କରି ବସା ନିର୍ମାଣ କରନ୍ତି]