ଛୁଚିବାଇ Chhuchi-bāi

  • ଗ୍ରା. ବି. (ସଂ. ଶୂଚି ବାୟୁ) — ଅତିରିକ୍ତରୂପେ ସର୍ବଦା ଶୂଚି ରହିବାର ଖିଆଲ ବା ଅଭ୍ୟାସ; ଅତ୍ୟଧିକ ଶୂଚିତା— ରକ୍ଷା — Excessive sentimentality in keeping away from untouchable things
  • ଗ୍ରା. ବିଣ. — ଛୁଚିବାଇଆର ସ୍ତ୍ରୀଲିଙ୍ଗ — Feminine of Chhuchibāiā