ଛିଡ଼ା କରିବା Chhiṟḍ̠ā karibā

  • ଦେ. କ୍ରି. (ଶୂଦ୍ର ଭାଷା) — ଦଣ୍ଡାୟମାନ ହେବାର ବା କୌଣସି ବ୍ଯକ୍ତି ଠିଆ ହୋଇ ରହିବାର ବ୍ଯବସ୍ଥା କରିବା — To cause to a person stand up
  • ଦେ. କ୍ରି. (ଶୂଦ୍ର ଭାଷା) — (ଯଥା—ଗୁରୁ ଦୁଷ୍ଟ ଛାତ୍ରକୁ 3 ଘଣ୍ଟା କାଳ ଖରାରେ ଛିଡ଼ା କଲେ।) — (ଯଥା—ଗୁରୁ ଦୁଷ୍ଟ ଛାତ୍ରକୁ3ଘଣ୍ଟା କାଳ ଖରାରେ ଛିଡ଼ା କଲେ)
  • ଦେ. କ୍ରି. (ଶୂଦ୍ର ଭାଷା) — (ଗୃହଆଦି) ନିର୍ମାଣ କରି ସମ୍ପୂର୍ଣ୍ଣ କରିବା — To build up; to fabricate; to erect
  • ଦେ. କ୍ରି. (ଶୂଦ୍ର ଭାଷା) — (ଯଥା—ମାସକ ମଧ୍ୟରେ ରାଜାମାନେ ଗୋଟିଏ ଦେଉଳ ଛିଡ଼ା କଲେ।)
  • ଦେ. କ୍ରି. (ଶୂଦ୍ର ଭାଷା) — (ବିବାଦ, ମକଦମା) ଘଟାଇବା; ସୃଷ୍ଟି କରିବା — To cause to happen; to bring about; to creat (a dispute)
  • ଦେ. କ୍ରି. (ଶୂଦ୍ର ଭାଷା) — (ଯଥା—ସେ ଭାଇ ଭାଇ ମଧ୍ୟରେ ଗୋଟିଏ ମକଦମା ଛିଡ଼ା କରି ଦେଲେ।)
  • ଦେ. କ୍ରି. (ଶୂଦ୍ର ଭାଷା) — ଡେରିବା; ଉଦ୍ରିକ କରିବା — To cause to stand erect; to prick up
  • ଦେ. କ୍ରି. (ଶୂଦ୍ର ଭାଷା) — (ଯଥା—ଘଣ୍ଟାର ଧ୍ୱନି ଶୁଣି ଘୋଡ଼ା ତା କାନକୁ ଛିଡ଼ା କରିଛି।)
  • ଦେ. କ୍ରି. (ଶୂଦ୍ର ଭାଷା) — [ଦ୍ର—ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଲାଗେ।]